ପାଣ୍ଡା

ଉଇକିଅଭିଧାନ‌ରୁ

ପାଣ୍ଡା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷଣ - (ସଂସ୍କୃତ - ପଣ୍ଡ)[ସମ୍ପାଦନା]

ବିଫଳମନୋରଥ; ନିଷ୍ଫଳ — Fruitless; unsuccessful.

[ଦ୍ରଷ୍ଟବ୍ୟ —ଟ୍ରେଇନ୍ ଚାଲିଗଲା ଭଦ୍ରଲୋକଟି ଟ୍ରେନରେ ଉଠି ବ ପାରି ପାଣ୍ଡା ହୋଇ ଷ୍ଟେସନରେ ବସି ରହିଲେ ଗଡ଼ଜାତବାସିନୀ (୨୬୪୩: ) ]

୨. (ପାରିକୁଦ) ଚିଲିକାରେ ଶୀତ ଋତୁରେ ଦେଖାଯିବା ଏକ— ପ୍ରକାର ପକ୍ଷୀ —୨. A kind of aquatic bird frequenting the Chilke lake in winter.