ପାଣ୍ଡା
ଦେଖଣା
ପାଣ୍ଡା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଡ଼ଜାତ) ବିଶେଷଣ - (ସଂସ୍କୃତ - ପଣ୍ଡ)
[ସମ୍ପାଦନା]ବିଫଳମନୋରଥ; ନିଷ୍ଫଳ — Fruitless; unsuccessful.
[ଦ୍ରଷ୍ଟବ୍ୟ —ଟ୍ରେଇନ୍ ଚାଲିଗଲା ଭଦ୍ରଲୋକଟି ଟ୍ରେନରେ ଉଠି ବ ପାରି ପାଣ୍ଡା ହୋଇ ଷ୍ଟେସନରେ ବସି ରହିଲେ ଗଡ଼ଜାତବାସିନୀ (୨୬୪୩: ) ]
- ୨. (ପାରିକୁଦ) ଚିଲିକାରେ ଶୀତ ଋତୁରେ ଦେଖାଯିବା ଏକ— ପ୍ରକାର ପକ୍ଷୀ —୨. A kind of aquatic bird frequenting the Chilke lake in winter.