ପାଦ
ଦେଖଣା
ପାଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପଦ ଧାତୁ= ଗମନ କରିବା+ କରଣ. ଅ)
[ସମ୍ପାଦନା]- ୧. ଚରଣ; ଗୋଡ଼ —୧. Leg; foot.
- ୨. ତଳିପା —୨. Sole of the foot.
- ୩. ବୃକ୍ଷର ମୂଳ; ଚେର —୩. Root of tree.
- ୪. ପାହୁଣ୍ଡ —୪. A step.
- ୫. କିରଣ; ରଶ୍ମୀ —୫. Ray; beam.
- ୬. ପର୍ବତର ମୂଳ ଦେଶ — ୬. The foot of a mountain.
- ୭. ଚାରିଗୋଡ଼ିଆ ଶ୍ଳୋକର ଏକଧାଡ଼ି — ୭. One line of a stanza or quatrain.
- ୮. କୌଣସି ବସ୍ତୁର ମୂଳଦେଶ —୮. Base.
- ୯. ଚତୁର୍ଥାଂଶ —୯. One fourth; quarter.
ଦ୍ୱାପର ଯୁଗେ ଦୁଇ ପାଦ ଊଣା ଧର୍ମ—କୃଷ୍ଣସିଂହ ମହାଭାରତ ବନ
- ୧. ପାହାଚ —୧୦. Step of a staircase.
- ୧୧. (ହିନ୍ଦୁ ଆଇନ୍ ବା ସ୍ମୃତି) ମକଦ୍ଦମା ଚଳାଇବାର ଭିନ୍ନ ଭିନ୍ନ ସିଢ଼ି ବା ଉପଚାର —୧୧. The different stages or steps in the conduct of a suit.
[ଦ୍ରଷ୍ଟବ୍ୟ —ଯଥା—ଭାଷାପାଦ ବା ପକ୍ଷ ପାଦ— ଅରଜି —Plaint.
ଉତ୍ତର ପାଦ—ଜବାବ —Written statement.
କ୍ରିୟା ପାଦ—ପ୍ରମାଣ —Evidence.
ସାଧ୍ୟସିଦ୍ଧି ପାଦ—ରାଏ; ଫଏସଲା —Judgement and decree.]
- ୧୨. ବଡ଼ ପର୍ବତର ସମୀପସ୍ଥ ଛୋଟ ପର୍ବ୍ୱତ (ହିନ୍ଦୀ - ଶ.) — ୧୨. A hill close to a mountain.
ପାଦଗିରି ପର୍ଯଙ୍କିକା—ରାଧାନାଥ
- ୧୩. ଚିକିତ୍ସାର ଚାରିଗୋଟି ଅଙ୍ଗ (ଯଥା—ବୈଦ୍ୟ, ରୋଗୀ, ଔଷଧ ଓ ଉପଚାରକ) (ହିନ୍ଦୀ - ଶ.) —୧୩. The four concomitants of medical treatment.
- ୧୪. ପଦର କ୍ରିୟା; ଗମନ; ଚାଲିବା (ହିନ୍ଦୀ - ଶ.) — ୧୫. Walking.
- ୧୫. ଶିବ (ହିନ୍ଦୀ - ଶ) —୧୫. Ṡiba.
- ୧୬. ଏକ ଋଷିଙ୍କ ନାମ (ହିନ୍ଦୀ - ଶ.) — ୧୬. Name of a sage.