Jump to content

ପାଦଚାରୀ

ଉଇକିଅଭିଧାନ‌ରୁ

ପାଦଚାରୀ

ଉଚ୍ଚାରଣ

[ସମ୍ପାଦନା]
(ପାଦଚାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପାଦ+ଚର ଧାତୁ+ଇନ୍; ୧ମା.୧ବ.)

[ସମ୍ପାଦନା]

ଗୋଡ଼ରେ ବୁଲିବା (ବ୍ୟକ୍ତି); ଚାଲୁଥିବା — Going on food; walking.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଗୋଡ଼ରେ ଚାଲିବା ବ୍ୟକ୍ତି —୧. A pedestrian.

୨. ପଦାତିକ —୨. Food soldier.