ପାନିଆ

ଉଇକିଅଭିଧାନ‌ରୁ

ପାନିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରବେଣୀ; ପ୍ରସାଧନୀ)[ସମ୍ପାଦନା]

୧. କଙ୍କତିକା; କେଶ ପ୍ରସାଧନୀ; କଙ୍ଗେଇ —୧. Comb.
୨. ଲୁଗାବୁଣା ସମୟରେ ଟାଣୀ ସୂତାକୁ ଧାରାମତେ ଟାଣି ଧରିବା ନିମିତ୍ତ ବ୍ୟବହୃତ କଙ୍କତିକା ସଦୃଶ ଯନ୍ତ୍ରବିଶେଷ — ୨. A comb of weavers through which the warp threads are passed to keep them distinct from each other during weaving.
୩. କାନ୍ଧ ଓ ଖୁଆ ମୁଣ୍ଡି ମଧ୍ୟରେ ଥିବା ତ୍ରିକୋଣ ହାଡ଼ — ୩. The scapula.
୪. ଉଲ୍ ଓ ଝୋଟ ଆଦିକୁ କୁଣ୍ଡାଇ ପରିଷ୍କାର କରିବା ପାନିଆ — ୪. A comb for clearing wool, flax etc.

ପ୍ରାଦେଶିକ - (ସମ୍ୱଲପୁର ଓ ବସ୍ତର) ବିଶେଷଣ -[ସମ୍ପାଦନା]

ପଣିଆ —Watery.