Jump to content

ପାପଡ଼

ଉଇକିଅଭିଧାନ‌ରୁ

ପାପଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ପାପଡ଼—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପର୍ପଟୀ; ପ୍ରା. ପପ୍ପଡ଼)[ସମ୍ପାଦନା]

୧. ବଟା ମୁଗ ବା ବୁଟ ସହିତ ଲୁଣ, ଜିରା, ସାଜିମାଟି, ହେଙ୍ଗୁଆଦି ମିଶାଇ ପ୍ରସ୍ତୁତି କରାଯିବା ଏକପ୍ରକାର ପତଳା ପିଠା — ୧. A thin cake prepared of pasted pules.

[ଦ୍ରଷ୍ଟବ୍ୟ —ଏହାକୁ ଭାଜି କରି ଖାଇରଲ ରୁଚିକର ହୁଏ]

୨. ଆଉଟା ଦୁଧ ଉପରେ ପଡ଼ିବା ସରର ବହୁ ସ୍ତରକୁ ଉପର୍ଯ୍ୟୁ— ପରି ରଖାଯାଇ ଶୁଖା ଯାଇଥିବା ପିଷ୍ଟକବିଶେଷ; ସ୍ତର ହୋଇ ସଜ୍ଜିତ ସରଭଜା —୨. A cake made up of several layers of cream pressed together.

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଇଂରାଜୀ - ପପର୍)[ସମ୍ପାଦନା]

୧. ପାପଡ଼ ମକଦ୍ଦମା (ଦେଖ) - —୧. Pāpaṟḍ̠a makadamā (See)


୨. (ଇଂରାଜୀ - ପପର୍)—ମକଦ୍ଦମାର ଖରଚା ଚଳାଇବାକୁ ଅକ୍ଷମ ବ୍ୟକ୍ତି —୨. A popular; a person who is declared unable to pay the courtfees of a suit field by him.