ପାପଡ଼ି
ଦେଖଣା
ପାପଡ଼ି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପପଟୀ)
[ସମ୍ପାଦନା]- ୧. ହିମାଳୟରେ ଉତ୍ପନ୍ନ କ୍ଷୁଦ୍ରଶାକ ବିଶେଷ —୧. Podophyllum Emodi; a medicinal plant.
[ଦ୍ରଷ୍ଟବ୍ୟ —ଏହାର ମୂଳରେ ରେଚକ ଔଷଧ ହୁଏ]
- ୨. ଘରପୋଡ଼ିଆ (ଦେଖ) - —୨. Gharapoṟḍ̠iā (See)
[[]] ୩ ପାପଡ଼ ]] ୧ (ଦେଖ) - —୩. Pāpaṟda ୧ (See)
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]ଏକପ୍ରକାର ଲୁଣମାଛ — A kind of sea-fish.
[ଦ୍ରଷ୍ଟବ୍ୟ —ଏମାନେ ନଈ ମୁହାଣରେ ମିଳନ୍ତି]