ପାପ ଚନ୍ଦ୍ର
(ପାପଚନ୍ଦ୍ରମା—ଅନ୍ୟରୂପ)
(ଫଳିତ ଜ୍ୟୋତିଷ) (ବିଶାଖା ଓ ଅନୁରାଧା ନକ୍ଷତ୍ରର ଦକ୍ଷିଣ ଭାଗରେ) ସ୍ଥିତ ଚନ୍ଦ୍ର (ହିନ୍ଦୀ - ଶ.) —(astrology). The moon when it is in the south of the ୧୬th and the ୧୭th asterisms.