ପାରଗ
ଦେଖଣା
ପାରଗ
ଉଚ୍ଚାରଣ
[ସମ୍ପାଦନା](ପାରଗା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ପାର=ଅନ୍ୟ ତୀର+ଗମ ଧାତୁ+କର୍ତ୍ତ. ଅ)
[ସମ୍ପାଦନା]- ୧. କୃତକାର୍ଯ୍ୟ —୧. Successful.
- ୨. ଯେ ନଦୀ ଆଦିକୁ ପାର ହୋଇଅଛି; ପାରଗାମୀ ୨. One who has crossed.
- ୩. ନିପୁଣ; ସମର୍ଥ; ପଟୁ — ୩. Competent; skilful.
- ୪. ଯୋଗ୍ୟ —୪. Capable; able.
- ୫. ଯେ କୌଣସି ବିଷୟର ଶେଷ ସୀମାକୁ ଯାଇଥାଏ — ୫. Having gone to the utmost limit; accomplished.
- ୬. କୈଣସି ବିଷୟରେ ଉତ୍ତମ ରୂପେ ପଣ୍ଡିତ — ୬. One who has thoroughly mastered anything. thoroughly versed in or conversant with.
- ୭. ଯେ ଅନ୍ୟ ଲୋକକୁ ନଦ୍ୟାଦିର ଅପର ପାରକୁ ନିଏ — ୭. Ferrying across.
- ୮. ଅତି ବିଦ୍ୱାନ —୮. Very learned (Apte)