ପାରତ

ଉଇକିଅଭିଧାନ‌ରୁ

ପାରତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)[ସମ୍ପାଦନା]

ଏକ ପ୍ରାଚୀନ ଦେଶ ଓ ତହିଁର ଅଧିବାସୀ ମ୍ଳେଚ୍ଛ ଜାତିର ନାମ (ହିନ୍ଦୀ - ଶବ୍ଦସାଗର) — Parthia; name of an ancient country and its mlechha people.

[ ଦ୍ର—ଏହା କାସ୍ପିୟାନ୍ ହ୍ରଦର ଦକ୍ଷିଣସ୍ଥିତ ପାହାଡ଼ର ଅପର ପାର୍ଶ୍ୱରେ ଥିବା ପାରସ୍ୟଦେଶର ଗୋଟିଏ ପ୍ରଦେଶ ପାରସ୍ୟଦେଶ ବହୁକାଳଯାଏ ଏଠା ଅଧିବାସୀମାନଙ୍କ ଅଧୀନ ଥିଲା ମନୁସଂହିତା, ମହାଭରତ ଓ ବୃହତ୍ସଂହିତାରେ ଏ ଦେଶର ଓ ଏ ଜାତିର ଉଲ୍ଲେଖ ଅଛି ପ୍ରାଚୀନ ଶାଳାଲେଖରେ 'ପାର୍ଥବ' ଶବ୍ଦର ଉଲ୍ଲେଖ ମିଳେ କେହି କେହି 'ପହ୍ଲବ' ଶବ୍ଦକୁ ପାର୍ଥବର ଅପଭ୍ରଂଶ ବୋଲି କହିନ୍ତି କିନ୍ତୁ ସଂସ୍କୃତି ସାହିତ୍ୟରେ ପାରତ ବା ପାରଦ ଓ ପହ୍ଲବ ଦୁଇ ପୃଥକ୍ ଜାତି ଥିବାରୁ ଉଲ୍ଲେଖ ଅଛି ହିନ୍ଦୀ - ଶ.]