Jump to content

ପାରାବତ

ଉଇକିଅଭିଧାନ‌ରୁ

ପାରାବତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ପାର୍+ଅବ୍ ଧାତୁ=ରକ୍ଷା କରିବା+କର୍ତ୍ତୃ. ଅତ)

[ସମ୍ପାଦନା]
୧. ପାରା ଚଢ଼େଇ; ଗୃହ କପୋତ —୧. Pigeon.
୨. କପୋତ; କାପତା — ୨. Dove; turtle dove.
୩. ମାଙ୍କଡ଼ —୩. Monkey. (Apte.)
୪. ପର୍ବତ —୪. Mountain. (Apte).
୫. କେନ୍ଦୁ ଗଛ (ହିନ୍ଦୀ - ଶ) — ୫. Diospyrus Malanoxylon. (tree).
୬. ମହାଭାରତୋକ୍ତ ନାଗ ବିଶେଷ (ହିନ୍ଦୀ - ଶ) — ୬. Name of a mythological serpent.
୭. ସୁଶ୍ରୁତୋକ୍ତ ଏକ ପ୍ରକାର ଖଟ୍ଟା ପଦାର୍ଥ (ହିନ୍ଦୀ - ଶ) — ୭. Name of a sour thing mentioned in the Suṡṛuta.
୮. ଦତ୍ତାତ୍ରେୟଙ୍କୁ ଗୁରୁ (ହିନ୍ଦୀ - ଶ) —୮. Name of the preceptor of sage Dattātreya.

ଦେଶଜ - ବିଶେଷ୍ୟ -(ସଂସ୍କୃତ - ପାରେବତ)

[ସମ୍ପାଦନା]

ପିଜୁଳି —Guave.

ପନସ ପାରବତ ଗମ୍ଭାରି ହରିଡ଼ା— କୃଷ୍ଣସିଂହ, ମହାଭାରତ ବନ