Jump to content

ପାରିଆ

ଉଇକିଅଭିଧାନ‌ରୁ

ପାରିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପାରା ପକ୍ଷୀ —୧. Pigeon.
୨. ଏକପ୍ରକାର ମୋଟ ସୂତାରେ ତିଆରି ମଠା — ୨. A cloth made of row or coarse silk.
୩. ପାଡ଼ିଆ ଇତ୍ୟାଦି (ଦେଖ) - — ୩. Pāṟḍ̠iā etc (See).

ସତ୍ୟ ତ୍ରେତୟା ହୋଇଛି ଉତ୍ତର ପାରିଆ ପ୍ରାଚୀ, ବ୍ରହ୍ମନିରୁପଣଗୀତା

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଯେ ପାରି ହେବାକୁ ଉଦ୍ୟତ (ବ୍ୟକ୍ତି) — ୧. Going to cross a river.
୨. (ଅପର) ପାରିପେ ଅବସ୍ଥିତ — ୨. Situatedd on the (other) shore.
୩. ପାଡ଼ିଆ (ଦେଖ) - —୩. Pāṟḍ̠iā (See).