ପାର୍ଥୁକ
କ୍ଷମତା; ବଳ —Strength.
(ମୋର ଏ ବିଷୟରେ ପାର୍ଥୁକ ସରିଗଲାଣି, ଦୈନିକ ଆଶା ୧୫: -୧୧: -୨୯: )
ପାର୍ଥକ୍ୟ (ଦେଖ) - — Pārthakya (See).