ପାର୍ବତୀ

ଉଇକିଅଭିଧାନ‌ରୁ

ପାର୍ବତୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପର୍ବତ+ଅପତ୍ୟାର୍ଥେ+ଅ+ସ୍ତ୍ରୀ ଈ)[ସମ୍ପାଦନା]

୧. ଦୁର୍ଗା; ହିମାଳୟ କନ୍ୟା ଉମା; ଗିରିଜା —୧. Pārbatī
୨. ପର୍ବତ ଜାତ ନଦୀ —୨. Hill-stream.
୩. ପାଷାଣଭେଦୀ ଗଛ —୩. A medicinal Plant.
୪. ଧାଈଫୁଲ; ଧାତକୀ (ଦେଖ) - —୪. Dhātakī (See).
୫. ସୌରାଷ୍ଟ ମୃତ୍ତିକା —୫. A kind of fragrant earth of Surat.
୬. ଗଉଡ଼ୁଣୀ —୬. A female cowherd (Apte).
୭. ଦୌପଦୀ —୭. An epithet of Dr&aline;&uline;padī (Apte).

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ପାର୍ବତୀ+ସ୍ତ୍ରୀ. ଈ)[ସମ୍ପାଦନା]

ପର୍ବତ ସମ୍ୱନ୍ଧୀୟା — Relating to mountain.

ପାର୍ବତୀ ପ୍ରକୃତି ଦୃଶ ଦେଖିଲି ନିରୋଳେ—ମଧୁସୁଦନ

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ପତଙ୍ଗବିଶେଷ; ପ୍ରଜାପତି ପୋକ — ୧. Butterfly.

ବତିଶା ଲକ୍ଷଣା ଦେଖ ବିହରେ ପାର୍ବତୀ—ଭଞ୍ଜ. ବୈଦେହୀଶବିଳାସ

୨. ସ୍ତ୍ରୀଲୋକଙ୍କୁ ଦିଆଯିବା ନାମ — ୨. Name given to females.