ପାର ଯିବା
ଦେଖଣା
ପାର ଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ପାରହେବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବିଷୟ ଫଳରେ ପରିଣତ ନହେବା — ୧. Not to result in any bad result; to agree with.
(ଯଥା—ବର୍ତ୍ତମାନ ଧନ ଓ ବୟସ ବଳରେ ଅମୁକ ଲୋକ ଯେଉଁ ପାପମାନ କରୁଛି ତାହା ତାକୁ କେଭେ ପାର ଯିବ ନାହିଁ)
- ୨. ସହ୍ୟ ହେବା; ସହି ହୋଇଯିବା — ୨. To be borne; to be tolerated.
ବଂଶ କରି କଲୁ ଶିବ କିଷ ଜନ୍ମାଇଲୁ ଅନ ଅର୍ଥେ ତାର ଯିବ ଭଞ୍ଜ. ବୈଦେହି ଶବିଳାସ
- ୩. ଜୀର୍ଣ୍ଣ ହେବା —୩. To be digested.
(ଯଥା—ବେଙ୍ଗ ପଚରେ କଣ ଘିଅ ପାର ଯିବ?)
- ୪. (ପାପ ଆଦି) ନିଜଠାରେ ନ ଲାଗିବା; ଛାଡ଼ିବା — ୪. (the sinfulness of an act) Not to affect a person.
ମାଙ୍କଡ଼ ବଧ କେଉଁ ଛାର ବିଷ୍ଣୁଙ୍କୁ ନ ଗଲାଟି ପାର—ଭୂପତି ପ୍ରେମପଞ୍ଚାମୃତ
- ୫. (ବିପଦ ଆଦି) ଶେଷ ହେବା — ୫. (misery) To end.
ତାହାର ବିପତ୍ତି ସେହି ଦିନୁ ପାରଗଲା—ପ୍ରାଚୀ ନଳଚରିତ
- ୬. ମୁକ୍ତ ହେବା; ମୋକ୍ଷପ୍ରାପ୍ତ ହେବା — ୬. To be delivered; to attain salvation.
ଧନ୍ୟ ଜୀବନଟି ଏହାର ବ୍ରାହ୍ମଣ ଶାଁପୁ ଗଲା ପାର—ଜଗନ୍ନାଥ. ଭାଗବତ