ପାଲଙ୍କି

ଉଇକିଅଭିଧାନ‌ରୁ

ପାଲଙ୍କି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପାଳି—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ପାଲଙ୍କ; ତେଲୁଗୁ - ପାଲକି)[ସମ୍ପାଦନା]

୧. ମରହଟ୍ଟା ପାଲିଙ୍କି; ଯେଉଁ ଯାନରେ ବର ବସି ବିବାହ ହେବାକୁ ଯାଏ — ୧. An old fashioned palanquin.
୨. ଉପରେ ଛାତ ଥିବା ନରବାହ୍ୟ ଯାନ — Sedan chair; palki.

ରଜା ପାଲିଙ୍କିରେ କନ୍ୟାକକୁ ବସାଇ ଘେନିଗଲେ ଘରକୁ ଅତି ତୋଷ ବହି—କୃଷ୍ଣସିଂହ. ମହାଭାରତ. ବନ