Jump to content

ପାଳିତ

ଉଇକିଅଭିଧାନ‌ରୁ

ପାଳିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପାଳିତା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - (ପାଳି ଧାତୁ+କର୍ମ. ତ)[ସମ୍ପାଦନା]

୧. ରକ୍ଷିତ — ୧. Protected; preserved.
୨. ବର୍ଦ୍ଧିତ —୨. Nourished; maintained; brought up.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଶାଖୋଟ ବା ସାହାଡ଼ା ଗଛ — Strebulus Asher (tree).