ପାଳୟିତା
ଦେଖଣା
ପାଳୟିତା
ଉଚ୍ଚାରଣ
[ସମ୍ପାଦନା](ପାଳୟିତ୍ରୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ପାଳି ଧାତୁ+କର୍ତ୍ତୃ. ତ; ୧ମା.୧ବ)
[ସମ୍ପାଦନା]- ୧. ପାଳନ କର୍ତ୍ତା — ୧. Supporting preserving; keeping.
- ୨. ରକ୍ଷକ —୨. Protecting.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ପାଳିବା ବ୍ୟକ୍ତି —୧. Rearer.
- ୨. ପୋଷାଣାହାରୀ ବ୍ୟକ୍ତି —୨. Supporter.
- ୩. ରକ୍ଷକ ବ୍ୟକ୍ତି —୩. Protector.
- ୪. ବ୍ରତଧାରୀ ବ୍ୟକ୍ତି — ୪. An observer of vows.