Jump to content

ପାଶା

ଉଇକିଅଭିଧାନ‌ରୁ

ପାଶା

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବସ୍ତର) ବିଶେଷ୍ୟ - (ସଂସ୍କୃତ - ପାଶକ)

[ସମ୍ପାଦନା]
୧. ପଶା ଖେଳ —୧. The game of dice.
୨. (ବଣିଆ ଶବ୍ଦ) ଅଳଙ୍କାରରେ ବ୍ୟବହୃତ ହେବା ଏକ ପ୍ରକାର ରୂପା କଡ଼ି —୨. A kind of silver ring used in ornaments.

ବୈଦେଶିକ - ବିଶେଷ୍ୟ - (ତୁର୍କୀ ଭାଷା; ଫାରାସୀ - ବାଦ୍ଶାହ୍)

[ସମ୍ପାଦନା]

ତୁରସ୍କର ସର୍ଦ୍ଦାରମାନଙ୍କର ଉପାଧିବିଶେଷ — Pasha; a title of Turkish Chiefs.