Jump to content

ପାଶ୍

ଉଇକିଅଭିଧାନ‌ରୁ

ପାଶ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ପାଶ୍)[ସମ୍ପାଦନା]

୧. ପରୀକ୍ଷାରେ ସଫଳତା ଲାଭ ବା ଉର୍ତ୍ତୀର୍ଣ୍ଣ ହେବା —୧. Passing of an examination.
୨. କୌଣସି ସ୍ଥାନକୁ ଯିବାର ବା ମଟରଗାଡ଼ି ଆଦି ଚଳାଇବାର ଲିଖିତ ଅନୁମତି ପତ୍ର; ଛାଡ଼ ଚିଠି — ୨. A permit, a pass.
୩. ବନ୍ଧୁକ ଆଦି ବ୍ୟବହାର କରିବା, ବାଜା ବଜାଇ ଶୋଭାଯାତ୍ରା ନେବା ପାଇଁ ସରକାରରୁ ମିଳିବା ଛାଡ଼ (ଚିଠି) — ୩. Licence for the use of a gun or for taking a procession.
୪. ଆଧୁନିକ ଭୋଜ ବିଦ୍ୟା (mismerism)ର ବାଜିଗର ଅନ୍ୟ ଲୋକର ଦେହରେ ହାତ ବୁଲାଇବା ରୂପ କର୍ମ — ୪. Pass (given by a mismerist to hypnotise a patient.)
୫. (ଫାରାସୀ - ପାସ୍) କୌଣସି ସୁଗନ୍ଧ ଦ୍ରବ୍ୟ ଛିଞ୍ଚିବାରେ ବ୍ୟବହୃତ ପାତ୍ର —୫. A pot or vessel used in sprinkling scouts.

[ଦ୍ରଷ୍ଟବ୍ୟ —ଏହି ଅର୍ଥରେ ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ହୁଏ ଯଥା— ଗୋଲାବ ପାଶ]

ବୈଦେଶିକ - ବିଶେଷଣ -[ସମ୍ପାଦନା]

ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ —Passed.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -(ତୁଳ. ହିନ୍ଦୀ - ପାସ୍; ସଂସ୍କୃତ - ପାର୍ଶ୍ୱ)[ସମ୍ପାଦନା]

୧. ପାଖ —୧. Side.
୨. ନୈକଟ —୨. Nearness.

ପ୍ରାଦେଶିକ - (ସମ୍ୱଲପୁର)—ବିଶେଷଣ -[ସମ୍ପାଦନା]

ଅଦୂର; ନିକଟ — Adjoining; near; not distant.