Jump to content

ପାହାଡ଼

ଉଇକିଅଭିଧାନ‌ରୁ

ପାହାଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପର୍ବତ; ପାଷାଣ)[ସମ୍ପାଦନା]

୧. ଅନୁଚ୍ଚ ପର୍ବତ; ମୁଣ୍ଡିଆ — ୧. Hill; hillock.
୨. ମାଟି ବା ପଥରର ଉଚ୍ଚସ୍ତୂପ — ୨. A big mound of earth or stones.
୩. (ଲକ୍ଷଣାର୍ଥ) କୌଣସି ବସ୍ତୁର ଉଚ୍ଚ ଗଦା ବା ରାଶି — ୩. (figurative) A big mass or heap of anything.