ପାହାରପୁର

ଉଇକିଅଭିଧାନ‌ରୁ

ପାହାରପୁର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)[ସମ୍ପାଦନା]

ଆଇ. ବିଶେଷ୍ୟ - ରେଳର ଜମାଲଗଞ୍ଜ ଷ୍ଟେଶନ ନିକଟବର୍ତ୍ତୀ ରାଜସାହୀ ଜିଲ୍ଲାର ଗୋଟିଏ ଗ୍ରାମ —A village in the district of Rajsahi near the Jamalganj station of the I. B. Ry.

[ଦ୍ରଷ୍ଟବ୍ୟ —ଏହି ଗ୍ରାମରୁ ଭୂଗର୍ଭରୁ କେଚେକ ମନ୍ଦିର ଓ ମୂର୍ତ୍ତି ଆବିଷ୍କୃତ ହୋଇ ଥିବାରୁ ଜଣାଯାଏ ଯେ ଆଗେ ଖ୍ରାଷ୍ଟ ୫ମ ଓ ଷଷ୍ଠ ଶତାବ୍ଦିରେ ବଙ୍ଗଦେଶୀୟମାନେ ଶ୍ରୀକୃଷ୍ଣ ଓ ବଳରାମଙ୍କର ପୂଜା କରୁଥିଲେ ସେହି ଖୋଦିତଲିପୀ ଓ ପ୍ରସ୍ତରଲିପୀମାନଙ୍କରେ କୃଷ୍ଣ ଓ ବଳରାମଙ୍କର କେତେକ ବିଖ୍ୟାତ ବିଚିତ୍ର ଘଟଣା ଖୋଲା ଯାଇଅଛି, ଏଥିରୁ ଜଣାଯାଏ ଯେ ଭାରତୀୟ ଶିଳ୍ପ ଯାବା, ବାଲିଆଦି ଉପ ନିବେଶମାନଙ୍କର ଅନୁକୃତ ହୋଇଥିଲା ଏଠାରୁ ବାହାରିଥିବା ତାମ୍ର ଶାସନ ୧୫୯:ରୁ ୪୭୯: ଖ୍ରୀ. ମଧ୍ୟରେ ଲିଖିତ ହୋଇଥିବାର ନିର୍ଣ୍ଣୟ କରାଯାଇ ଅଛି ଓ ଏଥିରେ ରାଜା ଜୈନମାନଙ୍କ ପାଇଁ କେତେକ ବୃତ୍ତି ଖଞ୍ଜି ଥିବାର ଲେଖାଅଛି]