Jump to content

ପାହାରୁଣୀ

ଉଇକିଅଭିଧାନ‌ରୁ

ପାହାରୁଣୀ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ -

[ସମ୍ପାଦନା]

ପଥର ଉପରେ ଧାନକୁ କୁଟି ଚାଉଳ ବାହାର କରିବାପାଇଁ ବ୍ୟବହୃତ ସମାଲଗା ଠେଙ୍ଗ ବା ମୂଷଳ —A stout iron-studded stick used in threshing paddy on stone-slabs.

[ଦ୍ରଷ୍ଟବ୍ୟ —ଏହା ଚିତା ବା ପ୍ରାୟ ୫ଫୁଟ ଉଚ୍ଚ]