ପାହି କରିବା
ଦେଖଣା
ପାହି କରିବା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଡ଼ଜାତ) —କ୍ରି
[ସମ୍ପାଦନା]- ୧. ଶିଶୁ ଆଦିକୁ କାଖେଇବା —୧. To carry an infant on the flank over the waist by encircling the arm round its waist or back.
- ୨. ନିଜର ବାସ କରୁଥିବା ଗ୍ରାମରୁ ଯାଇ ଅନ୍ୟ ଗ୍ରାମରେ ଚାଷ କରିବା —୨. To take up cultivation work in a village other than one's own.