Jump to content

ପାହି ପଣିକିଆ

ଉଇକିଅଭିଧାନ‌ରୁ

ପାହି ପଣିକିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପାହି, ଅଣା, ସୁଉକା ଓ ଟଙ୍କାର ହିସାବ ପିଲାଙ୍କୁ ଶିଖାଇବା ପାଇଁ ଏକ ପ୍ରକାର ଗାଣିତିକ ପଦ୍ଧତି —A multiplication table learnt by rute by children for mastering calculations of rupees, ୪ anna pieces, anna and pice.

(ଯଥା—ଦୁଇକେ ଦୁଇ ପାହି, ଦୁଇ ଅଣା, ଦୁଇ ସୁଉକା ଆଠ ଅଣା, ଦୁଇ ଟଙ୍କା)