ପିଆଲା
(ପିଆଲା, ପିୟାଲା—ଅନ୍ୟରୂପ)
ପାନ ପାତ୍ର — ୧. Drinking cup.
[ଦ୍ରଷ୍ଟବ୍ୟ —ଏହାର ମୁହଁ ପାଖ ତଳପାଖ ଅପେକ୍ଷା ଚଉଡ଼ା]