ପିଇବା
ଦେଖଣା
ପିଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ପିଇଁବା—ଅନ୍ୟରୂପ)
ପିଆଇବା, ପିଏଇବା, ପେଇବାଅନ୍ୟରୂପ
ଦେଶଜ - କ୍ରିୟାପଦ - (ସଂସ୍କୃତ - ପା ଧାତୁ)
[ସମ୍ପାଦନା]- ୧. ଦ୍ରବ ପଦାର୍ଥ ପାନ କରିବା — ୧. To drink a liquid.
- ୨. ମଦ୍ୟ ପାନ କରିବା —୨. To drink wine.
ସେଠାରେ ଯଦୁମାନେ ସଭାଟିଏ କଲେ, କାଦମ୍ୱରୀ ମଦିରା ଆଣିଣ ପିଇଲେ କୃଷ୍ଣସିଂହ. ମହାଭାରତ. ଆଦି
- ୩. ଉତ୍ତମରୂପେ ଡ଼ି ଯିବା — ୩. To tally completely with.
- ୪. (ରନ୍ଧ୍ରଯୁକ୍ତ କାଠ ବା ଅନ୍ୟ ବସ୍ତୁ) ତୌଳାଦି ଦ୍ରବ ପଦାର୍ଥକୁ ଛିଦ୍ର ମଧ୍ୟରେ ଶୋଷଣ କରିବା —୪. To draw oil etc into the pores; to become soaked with.
(ଯଥା—ଏ ବଢ଼ାଟି ଖୁବ୍ ତେଲ ପିଇଛି)
- ୫. ଚାଖିବା —୫. To taste.
- ୬. ଧୂମ ପାନ କରିବା —୬. To smoke.
- ୭. (ଲକ୍ଷଣାର୍ଥ) ସମ୍ପୂର୍ଣ୍ଣରୂପେ ନିଜର ଅଙ୍ଗୀଭୂତ କରିବା — ୭. To assimilate or incorporate a thing into one's body.
ପିଇ ଦିଅନ୍ତି ଗୋଟିକଯାକ ସେ କିଶୋରୀ କିରେ—କିଶୋରୀଚମ୍ପୂ
- ୮. ପୀତାଦିର ମାଧୁରୀ ହୃଦୟରେ ଗ୍ରହଣ କରିବା ===
ବଂଶୀ ଗୀତ ପୀୟୁଷ ପିଇବା—କିଶୋରୀଚମ୍ପୂ ବ ଗୀତ