ପିଇବା

ଉଇକିଅଭିଧାନ‌ରୁ

ପିଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

(ପିଇଁବା—ଅନ୍ୟରୂପ)

ପିଆଇବା, ପିଏଇବା, ପେଇବାଅନ୍ୟରୂପ

ଦେଶଜ - କ୍ରିୟାପଦ - (ସଂସ୍କୃତ - ପା ଧାତୁ)[ସମ୍ପାଦନା]

୧. ଦ୍ରବ ପଦାର୍ଥ ପାନ କରିବା — ୧. To drink a liquid.
୨. ମଦ୍ୟ ପାନ କରିବା —୨. To drink wine.

ସେଠାରେ ଯଦୁମାନେ ସଭାଟିଏ କଲେ, କାଦମ୍ୱରୀ ମଦିରା ଆଣିଣ ପିଇଲେ କୃଷ୍ଣସିଂହ. ମହାଭାରତ. ଆଦି

୩. ଉତ୍ତମରୂପେ ୛ଡ଼ି ଯିବା — ୩. To tally completely with.
୪. (ରନ୍ଧ୍ରଯୁକ୍ତ କାଠ ବା ଅନ୍ୟ ବସ୍ତୁ) ତୌଳାଦି ଦ୍ରବ ପଦାର୍ଥକୁ ଛିଦ୍ର ମଧ୍ୟରେ ଶୋଷଣ କରିବା —୪. To draw oil etc into the pores; to become soaked with.

(ଯଥା—ଏ ବଢ଼ାଟି ଖୁବ୍ ତେଲ ପିଇଛି)

୫. ଚାଖିବା —୫. To taste.
୬. ଧୂମ ପାନ କରିବା —୬. To smoke.
୭. (ଲକ୍ଷଣାର୍ଥ) ସମ୍ପୂର୍ଣ୍ଣରୂପେ ନିଜର ଅଙ୍ଗୀଭୂତ କରିବା — ୭. To assimilate or incorporate a thing into one's body.

ପିଇ ଦିଅନ୍ତି ଗୋଟିକଯାକ ସେ କିଶୋରୀ କିରେ—କିଶୋରୀଚମ୍ପୂ

୮. ପୀତାଦିର ମାଧୁରୀ ହୃଦୟରେ ଗ୍ରହଣ କରିବା ===

ବଂଶୀ ଗୀତ ପୀୟୁଷ ପିଇବା—କିଶୋରୀଚମ୍ପୂ ବ ଗୀତ