Jump to content

ପିଉସୀ

ଉଇକିଅଭିଧାନ‌ରୁ

ପିଉସୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ—(ସଂସ୍କୃତ - ପିତୃସ୍ୱସୃ; ପ୍ରା. ପିଉସିମା;[ସମ୍ପାଦନା]

ପିତୃସ୍ୱସା; ପିତାଙ୍କ ଭଗିନୀ —One's father's sister.

କହିଲେ ତା ଶୁଣି ପିଉସୀ ପୁତୁରାଙ୍କୁ ନ ଘେନିବ ମୋ ପୁତ୍ର କଲେ ଅପ୍ରାଧକୁ କୃଷ୍ଣସିଂହ ମହାଭାରତ ସଭା