ପିଚ୍
ଦେଖଣା
ପିଚ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. (ଇଂରାଜୀ - ପୀଚ୍) ବିଦେଶୀରୁ ଆନୀତ ଉଦ୍ୟ ତରୁ ବିଶେଷ —୧. Prunus persica; the peach tree and fruit; the Persian apple.
[ଦ୍ରଷ୍ଟବ୍ୟ —ଏହାର ଫଳ ଲୋମଶ, ହରିଦ୍ରାଭ ଓ ଲୋହିତ ଓ ସବୁଜ ମିଶ୍ରିତ ବର୍ଣ୍ଣ, ମଞ୍ଜି ନାଳୁଆ ଏହା ଡ଼ାଳରେ ଭଲବାଡ଼ି ହୁଏ]
- ୨. (ଇଂରାଜୀ - ପିଚ୍) ଆଲକାତରାକୁ ତରଳାଇ ତହିଁରୁ ପ୍ରାପ୍ତ ଘନ ଅଠାଳିଆ ପଦାର୍ଥ —୨. Pitch; coal tar.
[ଦ୍ରଷ୍ଟବ୍ୟ —ଏହାକୁ କୋଠାର ଛାତର ଫାଟରେ ଢ଼ାଳନ୍ତି]