ପିଛାଡ଼

ଉଇକିଅଭିଧାନ‌ରୁ

ପିଛାଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପକ୍ଷପାତ)[ସମ୍ପାଦନା]

୧. ଆଖିର ପଲକ — ୧. Eye-lid.
୨. ପଲକପାତ —୨. Blinking.
୩. ନିମେଷ ମାତ୍ର ସମୟ — ୩. A twinkle of the eye.