ପିଞ୍ଜଳ

ଉଇକିଅଭିଧାନ‌ରୁ

ପିଞ୍ଜଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପିଞ୍ଜଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ -(ପିଞ୍ଜ ଧାତୁ=ପିଙ୍ଗଳ ବର୍ଣ୍ଣ ହେବା+କର୍ତ୍ତୃ. ଅଳ)[ସମ୍ପାଦନା]

୧. ଫକା ପଡ଼ି ଯାଇଥିବା —୧. Turned grey.
୨. ଯାହା ମୁହଁ ଫକା ପଡ଼ି ଥାଏ — ୨. With the face turned pale.
୩. ଭୟ ବା ଶୋକଦ୍ୱାରା ବ୍ୟାକୁଳ —୩. Overcome with grief or terror; panic-struck.
୪. କିଂକର୍ତ୍ତବ୍ୟବିମୂଢ଼ —୪. Extermely confounded; dumbfounded.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. କୁଶ ପତ୍ର —୧. A blade of Kuṡa grass.
୨. ହରିତାଳ —୨. Yellow orpiment.
୩. ଜଳ ବେତସ (ହିନ୍ଦୀ - ଶ.) —୩. Water ratan.
୪. ଶ୍ରାଦ୍ଧ ଓ ଯଜ୍ଞର ବ୍ୟବହୃତ ଏକତ୍ର ବନ୍ଧା ହୋଇଥିବା ଦୁଇଟି କୁଶ (ହିନ୍ଦୀ - ଶ.) —୪. Two blades of Kuṡa grass tied togehter and used in vedic sacrifice.
୫. ପ୍ରଦୀପର ବର୍ତ୍ତିକା — ୫. The wick of a lamp. (Apte).