ପିଢ଼

ଉଇକିଅଭିଧାନ‌ରୁ

ପିଢ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୀଠ)[ସମ୍ପାଦନା]

୧. ଚଉତରା; ବେଦୀ — ୧. A altar; platfrom.
୨. ପୀଠସ୍ଥାନ — ୨. A famous or scard place.
୩. ଗୃହଚାଳର ସର୍ବୋଚ୍ଚ ସ୍ଥାନ — ୩. The summit of a thatch.
୪. ବଂଶାନୁଗତ ପୁରୁଷ; ପୋସ୍ତାନୀ — ୪. Successive generation of a family.
୫. ଉଚ୍ଚ ହିଡ଼ —୫. A high ridge.
୬. ପୂର୍ବ ପୁରୁଷଙ୍କ ଆସ୍ଥାନ —୬. Ancestral seat.
୭. ଦେବ ମୂର୍ତ୍ତିର ମୂଳ ଆସ୍ଥାନ — ୭. The pedestal of an idol.
୮. ବାଜୀ; ଜୁଆଖେଳରେ ରଖାଯିବା ପଣ —୮. Wager.

ପୁଷ୍ପର ତୁ ଆସ ଆମ୍ଭେ ପଶା ଖେଳିବା ଯେତେ ଧନ ବୋଲିବୁ ତି ପିଢ଼ କରିବା ପ୍ରାଚୀ ଟଳଚରିତ ଯୁଦ୍ଧ କରିବା ପିତ କିର ସଂଗ୍ରାମେ ଯେ ଯାହାକୁ ହାରି ଜଗନ୍ନାଥ ଭାଗବତ

୯. ବାସସ୍ଥାନ; ବସତି —୯. Residence.

(ଯଥା—ଭୂୟାଁ ପିଢ଼)

୧. ରାଜାଙ୍କ ଅଧୀନସ୍ଥ ଜଙ୍ଗଲି କ୍ଷୁଦ୍ରରାଜ୍ୟ — ୧୦. A small principalitv under a Raja.
୧୧. ଗଦା; ରାଶି; ସ୍ତୂପ —୧୧. Heap.

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ -[ସମ୍ପାଦନା]

କୋହ୍ଳ, କନ୍ଧ, ଶଅରଆଦି ଅନାର୍ଯ୍ୟଙ୍କର ବସତି ବା ଗ୍ରାମମାନଙ୍କର ସମବାୟ —A union of village of the Aborigines.