ପିତାମହ

ଉଇକିଅଭିଧାନ‌ରୁ

ପିତାମହ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ପିତୃ+ ପିତାଙ୍କ ପିତା ଅର୍ଥରେ ଆମହ)[ସମ୍ପାଦନା]

୧. ପିତାଙ୍କ ପିତା; ଜେଜେବାପ — ୧. Paternal grand-father.
୨. ସୁରଜ୍ୟେଷ୍ଠ, ବ୍ରହ୍ମା —୨. Brahmā.

(ଯଥା—ବ୍ରହ୍ମାଙ୍କର ଏହି ସମସ୍ତ ପ୍ରଜା ସୃଷ୍ଟ ହୋଇ ଅଛନ୍ତି ବୋଲି ଲୋକେ ତାହାଙ୍କୁ ପିତାମହ ବୋଲି ନିର୍ଦ୍ଦେଶ କରନ୍ତି)

୩. ଦକ୍ଷପ୍ରଜାପତି —୩. Dakshya Prajāpati.