ପିତୃବ୍ୟ

ଉଇକିଅଭିଧାନ‌ରୁ

ପିତୃବ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପିତୃ+ଭ୍ରାତା ଅର୍ଥରେ ବ୍ୟ, ତୁଳନାକର ଗ୍ରୀକ୍ ପାଟ୍ରୋଲ୍, ଲାଟିନ୍ ପାଟ୍ରବସ୍)[ସମ୍ପାଦନା]

ପିତାଙ୍କ ଭାଇ; କକେଇ; ଦଦେଇ —Paternal uncle; one's father's brother.