Jump to content

ପିନ୍ଧିବା

ଉଇକିଅଭିଧାନ‌ରୁ

ପିନ୍ଧିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି— (ସଂସ୍କୃତ - ପିଧାନ; ପରିଧାନ ଓ ଅପି+ହନ୍ ଧାତୁ)

[ସମ୍ପାଦନା]
୧. ନାଇବା; ପରିଧାନ କରିବା —୧. To wear or put on dress.

ପର ଲୁଗା ପିନ୍ଧି ଯାତକୁ ଯାଏ ଲୋକ ପଚାଲିଲେ ମୁଣ୍ଡ ଟୁଙ୍ଗାରୁ ଥାଏ ଢଗ

୨. ନିଜ ଦେହରେ ଅଳଙ୍କାର ଭରି ହୋଇ ହେବା, ଅଳଙ୍କାର ଘେନିବା — ୨. To put on or adorn one's self with ornaments.
୩. ଦେହରେ ଧାରଣ କରିବା — ୩. To put (marks etc) on the body.