ପିପା
ଦେଖଣା
ପିପା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ପିମ୍ପା—ଅନ୍ୟରୁପ)
ବୈଦେଶିକ - ବିଶେଷ୍ୟ - (ପର୍ଟୁଗୀଜ ପିପା, ଇଂରାଜୀ - ପିପେ)
[ସମ୍ପାଦନା]ତୈଳାଦି ରଖିବାର ମୃଦଙ୍ଗାକୃତ ବଡ଼ କୋତ — Cask; barrel.
ପ୍ରାଦେଶିକ -(କେନ୍ଦ୍ରାପଡ଼ା; ଯାଜପୁର, ବାଲେଶ୍ୱର)
[ସମ୍ପାଦନା]କିରାସିନ ତେଲ ଜଳିବା ଡିବି — Open Kerosine lamps made of tin.
ପ୍ରାଦେଶିକ - (ବସ୍ତର) ବିଶେଷ୍ୟ -
[ସମ୍ପାଦନା]ଟିଣ ଆଦିର ଡବା — Tin case or box.