Jump to content

ପିବା

ଉଇକିଅଭିଧାନ‌ରୁ

ପିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି—(ପ୍ରାଚୀନ ପଦ୍ୟ)

[ସମ୍ପାଦନା]

ପିଇବା — To drink.

ପକ୍ଷିଏ କ୍ଷୀର ପିବା ଆଶେ ମିଳିଲେ ଧରଣୀର ପାଶେ—ଜଗନ୍ନାଥ ଭାଗବତ