Jump to content

ପିଲପାଇଆ

ଉଇକିଅଭିଧାନ‌ରୁ

ପିଲପାଇଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପିଲପାୟା, ପିଲପାହିଆ, ପିଲପାହ୍ୟା, ପିଲିପାଇଆ, ପିଲିପାହିଆ, ପିଲିପାହ୍ୟା—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ପିଲ୍ ପାବ=ହାତୀଗୋଡ଼; ହାତୀ ଗୋଡ଼ ପରି ମୋଟ)

[ସମ୍ପାଦନା]
୧. ମୋଟ ଓ ଛୋଟ ଖୁଣ୍ଟି — ୧. Small and stout pillar.
୨. ସୀମାଖୁଣ୍ଟି —୨. Boundry pillar.
୩. ଖୁଣ୍ଟ —୩. Pillar; column.