Jump to content

ପିଲ୍

ଉଇକିଅଭିଧାନ‌ରୁ

ପିଲ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ପିନ୍; ଇଂରାଜୀ - ପିଲାର୍; ଫାରାସୀ - ପିଲ୍ପାୟା)

[ସମ୍ପାଦନା]
୧. ଛୋଟ ବାଉଁଶ ଖିଲ — ୧. Wooden or bamboo peg.
୨. ଖୁଣ୍ଟ; ଖୁଣ୍ଟି —୨. Pillar.
୩. ସୀମାନିର୍ଦ୍ଦେଶକ ଖୁଣ୍ଟି —୩. Boundry pillar.
୪. (ଇଂରାଜୀ - ପିଲ୍)—ବଟିକା; ବଡ଼ି —୪. Pill.
୫. (ଫାରାସୀ - ପୀଲ=ହାତୀ) ସତରଞ୍ଜ ଖେଳର ହାତୀ — ୫. The elephant piece in the game of chess.