ପୀଡ଼ିତ
ଦେଖଣା
ପୀଡ଼ିତ
ଉଚ୍ଚାରଣ
[ସମ୍ପାଦନା](ପୀଡ଼ିତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ(ପୀଡ଼ା+ଯୁକ୍ତାର୍ଥେ ଇତ)
[ସମ୍ପାଦନା]- ୧. ରୁଗ୍ଣ; ରୋଗଗ୍ରସ୍ତ; ରୋଗାର୍ଭ —୧. Ill; sick; afflicted with disease; diseased.
- ୨. ବ୍ୟଥିତ —୨. Ailing; suffering.
- ୩. କ୍ଳିଷ୍ଟ; ଦୁଃଖିତ —୩. Distressed; aggrieved.
- ୪. ଘୃଷ୍ଟ; ମର୍ଦ୍ଦିତ —୪. Rubbed; chaffed.
- ୫. ଚୁପୁଡା଼ ହୋଇଥିବା —୫. Squeezed.
- ୬. ଦଳିତ —୬. Pressed; kneaded.
- ୭. ବିଧ୍ୱସ୍ତ —୭. Destroyed; devastated; laid waste.
- ୮. ଉତ୍ପୀଡ଼ିତି; ପ୍ରପୀଡ଼ିତ —୮. Oppressed; tortured.
ସଂସ୍କୃତ - ବିଶେଷ୍ୟ - (ପୀଡ଼ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ସ୍ତ୍ରୀମାନଙ୍କ କାନରେ ନୋଳି ଆଦି ପନ୍ଧିବା ପାଇଁ କରାଯାଇଥିବା ଛିଦ୍ର — ୧. A bore in the ear of females for putting on rings,
- ୨. (+ଭାବ. ତ) ପୀଡ଼ା; ରୋଗ —୨. Illness; disease.