ପୁ

ଉଇକିଅଭିଧାନ‌ରୁ

ପୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ଅ. (ଧ୍ୱନ୍ୟନୁକରଣ)[ସମ୍ପାଦନା]

ଶବ୍ଦାନୁକରଣ — Imitation of a sound.



ପୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - (ସାଙ୍କେତିକ)[ସମ୍ପାଦନା]

୧. (ଦଲିଲ ଆଦିରେ ବ୍ୟବହୃତ) ଅମୁକର ପୁତ୍ର —୧. Abbreviation denoting 'the son of'.

(ଯଥା—ରାମଚନ୍ଦ୍ର ରଥ ପୁ ବିଶିରଥ; ଅର୍ଥାତ୍ ବିଶିରଥଙ୍କ ପୁତ୍ର ରାମଚନ୍ଦ୍ର ରଥ)

୨. (ସଂସ୍କୃତ - ପୂର୍ବ) ଦଲିଲ ଆଦିରେ ଜମିର ଚଉହଦୀ ଲେଖାଯିବା ସମୟରେ ବ୍ୟହୃତ ସାଙ୍କେତିକ ଚିହ୍ନ; ପୂର୍ବଦିଗ — ୨. An abbreviation used in documents to denote 'bounded on the east by'
୩. (ସଂସ୍କୃତ - ପୁନଃ) ପୁନଶ୍ଚ ଶବ୍ଦର ସାଙ୍କେତିକ ଚିହ୍ନ — ୩. Abbreviation of 'Punaṡcha'; again.

[ଦ୍ରଷ୍ଟବ୍ୟ —ପତ୍ର ବା ଦଲିଲ ଆଦି ଲେଖି ସାରି ତହିଁରେ ଆଉ କିଛି କଥା ଯୋଗ କରିବାକୁ ହେଲେ ଏହି ସାଙ୍କେତିକ ବ୍ୟବହୃତ ହୁଏ ଏହାର ଇଂରାଜୀ ବ୍ୟବହାର —'P. S.' ବା 'Post script' ଏହାର ଅର୍ଥ ପୁନଶ୍ଚ କି; ପୁନଶ୍ଚ ଜଣାଇବାର ଏହିକି]