ପୁ
ଦେଖଣା
ପୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ଅ. (ଧ୍ୱନ୍ୟନୁକରଣ)
[ସମ୍ପାଦନା]ଶବ୍ଦାନୁକରଣ — Imitation of a sound.
ପୁ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - (ସାଙ୍କେତିକ)
[ସମ୍ପାଦନା]- ୧. (ଦଲିଲ ଆଦିରେ ବ୍ୟବହୃତ) ଅମୁକର ପୁତ୍ର —୧. Abbreviation denoting 'the son of'.
(ଯଥା—ରାମଚନ୍ଦ୍ର ରଥ ପୁ ବିଶିରଥ; ଅର୍ଥାତ୍ ବିଶିରଥଙ୍କ ପୁତ୍ର ରାମଚନ୍ଦ୍ର ରଥ)
- ୨. (ସଂସ୍କୃତ - ପୂର୍ବ) ଦଲିଲ ଆଦିରେ ଜମିର ଚଉହଦୀ ଲେଖାଯିବା ସମୟରେ ବ୍ୟହୃତ ସାଙ୍କେତିକ ଚିହ୍ନ; ପୂର୍ବଦିଗ — ୨. An abbreviation used in documents to denote 'bounded on the east by'
- ୩. (ସଂସ୍କୃତ - ପୁନଃ) ପୁନଶ୍ଚ ଶବ୍ଦର ସାଙ୍କେତିକ ଚିହ୍ନ — ୩. Abbreviation of 'Punaṡcha'; again.
[ଦ୍ରଷ୍ଟବ୍ୟ —ପତ୍ର ବା ଦଲିଲ ଆଦି ଲେଖି ସାରି ତହିଁରେ ଆଉ କିଛି କଥା ଯୋଗ କରିବାକୁ ହେଲେ ଏହି ସାଙ୍କେତିକ ବ୍ୟବହୃତ ହୁଏ ଏହାର ଇଂରାଜୀ ବ୍ୟବହାର —'P. S.' ବା 'Post script' ଏହାର ଅର୍ଥ ପୁନଶ୍ଚ କି; ପୁନଶ୍ଚ ଜଣାଇବାର ଏହିକି]