ପୁଅ

ଉଇକିଅଭିଧାନ‌ରୁ

ପୁଅ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

(ଯଥା—ଚଷା ଘର ପୁଅ, ପଠାଣ ପୁଅ, ପଠାଣ, ପର ପୁଅ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁତ୍ର, ପ୍ରା. ପୁଅ; କିମ୍ୱା ସଂସ୍କୃତ - ପୋତ=ଶିଶୁ)[ସମ୍ପାଦନା]

୧. ପୁତ୍ର — ୧. Son.
୨. ବାଳକ —୨. Boy.

ବୋମ ଅସୁର ମାୟା କଲା ଗୋପାଳପୁଅକୁ ହରିଲା ଜଗନ୍ନାଥ—ଭାଗବତ

୩. ପିଲା; ଶିଶୁ —୩. Infant.
୪. ସନ୍ତାନ —୪. Male child.
୫. ବଂଶଧର; ଜାତୀୟ ବା ବଂଶୀୟ ବ୍ୟକ୍ତି — ୫. Man born of a family oor belonging to a caste.
୬. ପଶା କାଠିର ୧ ସଂଖ୍ୟକ ଦାନ — ୬. A turn of a die resulting in one.
୭. କଦଳୀ ଗଛର ମୂଳରୁ ଉତ୍ପନ୍ନ ପୁଆ —୭. The shoot or cone of plantain plants.

କଦଳୀର ପୁଅ ବାଉଁଶର ଜାତି—କୃଷିବଚନ

୮. (ବ୍ୟଙ୍ଗାର୍ଥ) ମନୁଷ୍ୟ —୮. Man.

ଘର ବୁଡ଼ି ପାଣି ଆଣ୍ଠୁଏ ହେଲାଣି ପୁଅଙ୍କର ପିକା ଖିଆ ଛାଡ଼ ଯାଉ ନାହିଁ—ଢ଼ଗ

୯. (ସଂସ୍କୃତ - ପୁତ୍ତଳିକା) ପିଲାଙ୍କ ଖେଳିବା କଣ୍ଡେଇ — ୯. An infant's doll.
୧. ଆଖିର ପିତୁଳା — ୯. The pupil of the eye.