ପୁଆ
ଦେଖଣା
ପୁଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପୁଆ
(ଯଥା—ଖଲପୁଆ; ଶୀଳ ପୁଆ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁତ୍ର)
[ସମ୍ପାଦନା]- ୧. କଦଳୀ ଓ ବାଉଁଶର ମୂଳରି ବାହାରିବା ନୁଆ ଗଜା —୧. Young seedlings of plantain or bamboo; cones or shoots coming out of the root of a plantain or bamboo tree.
[ଦ୍ରଷ୍ଟବ୍ୟ — କ୍ଷୁଦ୍ର ପୁଆକୁ ଉଧି ବା ଓଧି ଓ ବଡ଼କୁ ପୁଆ ବୋଲାଯାଏ]
- ୨. କୁଆଁ; ବୃକ୍ଷର ନୂତନ ଡ଼ାଳ — ୨. Shoots; new and tender branches.
[ଉଦାହରଣ — କୋଡ଼ା ମଧ୍ୟରୁ ପୁଆଟିଏ ଆଣି ନିଜେ ରୋଇଅଛନ୍ତି— ଫକୀରମୋହନ, ଛମାଣଆ଼ଠଗୁଣ୍ଠ]
- ୩. (ସଂସ୍କୃତ - ପୂପ) ତେଲରେ ବା ଘିଅରେ ଭଜା ବା ଛଣା ହୋଇଥିବା ବୁଟ ବା ପିଠା —୩. Cake or gram fried in ghee or oil.
- ୪. (ସଂସ୍କୃତ - ପୁତ୍ର) ଛୋଟ ବାଳିଆ ମାଛ; ବାଳିଆପତକା — ୪. Small Boal fish.
- ୫. ଖଲ ବା ଶିଳରେ ମସଲା ଆଦି ବାଟିବାରେ କ୍ଷୁଦ୍ର ଲମ୍ୱଡ଼ା ପଥର ଖଣ୍ଡ —୫. Pestle.
- ୬. ଆଖୁ ଓ କପାଖାଇର ଯେଉଁ ଗୋଲ କାଠବାଡ଼ି ଦ୍ୱୟ ଘୁରିବାଦ୍ୱାରା ଆଖୁ ପେଡ଼ାଯାଏ ଓ କପା ଖୁଆ ହୁଏ — ୬. The screwed rollers of a sugarecane pressing machine or cotton ginning machine.
- ୭. ଡାବଲପୁଆ ଖେଳରେ ଯେଉଁ କ୍ଷୁଦ୍ର କାଠିକୁ ଡାବଲ ବା ବାଡ଼ିଦ୍ୱାରା ଦୂରକୁ ନିକ୍ଷିପ୍ତ କରାଯାଏ —୭. A stout pin of bamboo or wood used in children's game of Dābalapuā
ଦେଶଜ - ବିଶେଷଣ -
[ସମ୍ପାଦନା]ଘିଅରେ ବା ତେଲରେ ଭଜାଯାଇଥିବା (ବୁଟ) — (gram) Roasted or fried in ghee or oil.
ପ୍ରାଦେଶିକ - (ସିଂହଭୁମି) ବିଶେଷ୍ୟ -
[ସମ୍ପାଦନା]- ୧. ଏକ ପାଆ ବା ୧/୪: ସେର — ୧. One-fourth of a Seer.
- ୨. ପାଆକିଆ ପାହିଲି —୨. A measuring pot of the capacity of ୧/୪ of a Seer.