ପୁଆ

ଉଇକିଅଭିଧାନ‌ରୁ

ପୁଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଯଥା—ଖଲପୁଆ; ଶୀଳ ପୁଆ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁତ୍ର)[ସମ୍ପାଦନା]

୧. କଦଳୀ ଓ ବାଉଁଶର ମୂଳରି ବାହାରିବା ନୁଆ ଗଜା —୧. Young seedlings of plantain or bamboo; cones or shoots coming out of the root of a plantain or bamboo tree.

[ଦ୍ରଷ୍ଟବ୍ୟ — କ୍ଷୁଦ୍ର ପୁଆକୁ ଉଧି ବା ଓଧି ଓ ବଡ଼କୁ ପୁଆ ବୋଲାଯାଏ]

୨. କୁଆଁ; ବୃକ୍ଷର ନୂତନ ଡ଼ାଳ — ୨. Shoots; new and tender branches.

[ଉଦାହରଣ — କୋଡ଼ା ମଧ୍ୟରୁ ପୁଆଟିଏ ଆଣି ନିଜେ ରୋଇଅଛନ୍ତି— ଫକୀରମୋହନ, ଛମାଣଆ଼ଠଗୁଣ୍ଠ]

୩. (ସଂସ୍କୃତ - ପୂପ) ତେଲରେ ବା ଘିଅରେ ଭଜା ବା ଛଣା ହୋଇଥିବା ବୁଟ ବା ପିଠା —୩. Cake or gram fried in ghee or oil.
୪. (ସଂସ୍କୃତ - ପୁତ୍ର) ଛୋଟ ବାଳିଆ ମାଛ; ବାଳିଆପତକା — ୪. Small Boal fish.
୫. ଖଲ ବା ଶିଳରେ ମସଲା ଆଦି ବାଟିବାରେ କ୍ଷୁଦ୍ର ଲମ୍ୱଡ଼ା ପଥର ଖଣ୍ଡ —୫. Pestle.
୬. ଆଖୁ ଓ କପାଖାଇର ଯେଉଁ ଗୋଲ କାଠବାଡ଼ି ଦ୍ୱୟ ଘୁରିବାଦ୍ୱାରା ଆଖୁ ପେଡ଼ାଯାଏ ଓ କପା ଖୁଆ ହୁଏ — ୬. The screwed rollers of a sugarecane pressing machine or cotton ginning machine.
୭. ଡାବଲପୁଆ ଖେଳରେ ଯେଉଁ କ୍ଷୁଦ୍ର କାଠିକୁ ଡାବଲ ବା ବାଡ଼ିଦ୍ୱାରା ଦୂରକୁ ନିକ୍ଷିପ୍ତ କରାଯାଏ —୭. A stout pin of bamboo or wood used in children's game of Dābalapuā

ଦେଶଜ - ବିଶେଷଣ -[ସମ୍ପାଦନା]

ଘିଅରେ ବା ତେଲରେ ଭଜାଯାଇଥିବା (ବୁଟ) — (gram) Roasted or fried in ghee or oil.

ପ୍ରାଦେଶିକ - (ସିଂହଭୁମି) ବିଶେଷ୍ୟ -[ସମ୍ପାଦନା]

୧. ଏକ ପାଆ ବା ୧/୪: ସେର — ୧. One-fourth of a Seer.
୨. ପାଆକିଆ ପାହିଲି —୨. A measuring pot of the capacity of ୧/୪ of a Seer.