ପୁଆତୀ
ଦେଖଣା
ପୁଆତୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୋଆତୀ, ପୋଇତୀ, ପୁଏଇତୀ ଅନ୍ୟରୂପ
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁତ୍ରବତୀ)
[ସମ୍ପାଦନା]- ୧. ଗର୍ଭଣୀ; ଆସନ୍ନ ପ୍ରସବା ନାରୀ — ୧. A pregnant women in an advanced stage.
- ୨. (ସଂସ୍କୃତ - ପ୍ରସ୍ତୂତି)— ପୋଖତୀ ସ୍ତ୍ରୀ; ସଦ୍ୟ ପ୍ରସ୍ତୁତା ସ୍ତ୍ରୀ — ୨. A women who has recently delivered.
ଉଠିଆରୀ ପପ୍ଯ୍ୟନ୍ତ ପୁଆତୀ ପାଖଡ଼ଛା ହୁଏ ନାହିଁ ଫକୀରମୋହନ, ଛମାଣ ଆଠଗୁଣ୍ଠ
- ୩. ସ୍ତନ୍ୟପାୟୀ ଶିଶୁର ମାତା — ୩. The mother of a suckling child.
ପୁଅ ନାଁଆଁରେ ପୁଆତୀ ଖାଏ ବାଞ୍ଝ ଗଡ଼ ଗଡ଼ଉ ଥାଏ—ଢ଼ଗ