Jump to content

ପୁଇ

ଉଇକିଅଭିଧାନ‌ରୁ

ପୁଇ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁତୁକା; ଉପୋଦିକା)

[ସମ୍ପାଦନା]
୧. ପୋଇ (ଦେଖ) - —୧. Poi (See)
୨. (ସଂସ୍କୃତ - ପଦ) ଖଟର ପୁଆ; ଖଟଖୁରା —୨. Bed post.

ଭର ରସ୍ତୁ ହୋଇଅଛି ଆରି ପୁଇଁ ପ୍ରାଚୀ. ବ୍ରହ୍ମନିରୂପଣ ଗୀତା

ଦେଶଜ - ବିଶେଷଣ -

[ସମ୍ପାଦନା]

ପୋଇ (ଦେଖ) - —Poi (See)

ପ୍ରାଦେଶିକ - (ସିଂହଭୁମି) ବିଶେଷ୍ୟ -

[ସମ୍ପାଦନା]

ଢ଼ିଙ୍କିର ଅଖ — The axle of a Ḍhiṅki.