Jump to content

ପୁଚ୍ଛିବା

ଉଇକିଅଭିଧାନ‌ରୁ

ପୁଚ୍ଛିବା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ପ୍ରଚ୍ଛ ଧାତୁ)

[ସମ୍ପାଦନା]

ପଚାରିବା; ପ୍ରଶ୍ନ କରିବା — To ask; to question.

ପୁଚ୍ଛିଲେ ଜନ୍ମେଜୟ ହସ୍ତିନା ନରସାଇଁ—କୃଷ୍ଣସିଂହ. ମହାଭାରତ. ବନ

[ଦ୍ରଷ୍ଟବ୍ୟ —ଏହା 'କହିବା ଶବ୍ଦର ଏକାର୍ଥ ସହଚର ଶବ୍ଦରୂପେ ବ୍ୟବହୃତ ହୁଏ']

ପ୍ରାଦେଶିକ - (ବାଲେଶ୍ୱର ଓ ସମ୍ୱଲପୁର) କ୍ରି. (ସଂସ୍କୃତ - ପ୍ରୋଞ୍ଛନ)

[ସମ୍ପାଦନା]

ପୋଛିବା —To wipe off.