ପୁଟିତ

ଉଇକିଅଭିଧାନ‌ରୁ

ପୁଟିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପୁଟ+ସଂଜାତାର୍ଥେ; ଇତ; କିବା ପୁଟ୍ ଧାତୁ+କର୍ମ. ତ)[ସମ୍ପାଦନା]

୧. ଗ୍ରଥିତ —୧. Sewn; stiched.
୨. ବିଦୀର୍ଣ୍ଣ —୨. Rented; pierced.
୩. ମର୍ଦ୍ଦିତ —୩. Rubbed; ground.
୪. ସଙ୍କୁଚିତ —୪. Contracted.
୫. ଆଚ୍ଛାଦିତ; ଆବୃତ — ୫. Covered over; enveloped.
୬. ଆଦ୍ୟ ଓ ଅନ୍ତରେ ମନ୍ତ୍ର ବା ଶ୍ଳୋକବିଶେଷଦ୍ୱାରା ଯୁକ୍ତ ହୋଇ ବୋଲାଯିବା (ଶ୍ଳୋକ ବା ମନ୍ତ୍ର) —୬. (sloka or mystic formula) Preceded by and followed by a specific formula or sloka at the utterance of every couplet or formula.

[ଦ୍ରଷ୍ଟବ୍ୟ —ମନ୍ତ୍ରସିଦ୍ଧି ନିମନ୍ତେ କୌଣସି ଗ୍ରନ୍ଥ—(ଯଥା—ଚଣ୍ଡୀ— ପୁରାଣ)ର ପ୍ରତ୍ୟେକ ଶ୍ଳୋକ ଆଦ୍ୟରେ ଓ ଶେଷରେ ସେହି ନିର୍ଦ୍ଦିଷ୍ଟ ମନ୍ତ୍ରଟି ପ୍ରଣବ (ଓଁ) ସହିତ ଆବୃତ୍ତି କରାଯାଏ; ଏପରି ପୁଟିତ କରି ଚଣ୍ଡୀ ପାଠ କଲେ ଦୁର୍ଗା ବରପ୍ରଦା ହିଅନ୍ତି]

୭. ଅଗ୍ନିଦ୍ୱାରା ପୁଟପାକକ୍ରିୟାରେ ସିଦ୍ଧ — ୭. Roasted inside a closed cup.
୮. ଅବରୁଦ୍ଧ —୮. Closed up; sealed.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

କରପୁଟ; ଅଞ୍ଜଲି —The hollow of the hand; folded palms enclosing a cup-like space.