ପୁଡ଼େଇବା
ଦେଖଣା
ପୁଡ଼େଇବା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର ଓ ବାଲେଶ୍ୱର)କ୍ରିୟାପଦ -
[ସମ୍ପାଦନା]ପୋଡ଼ାଇବା (ଦେଖ) - —Poṟḍ̠āibā (See)
[ଦ୍ରଷ୍ଟବ୍ୟ —ସମ୍ୱଲପୁର ଓ ବାଲେଶ୍ୱରରେ 'ପୋ' ସ୍ଥାନରେ 'ପୁ' ଉଚ୍ଚାରଣ ହୁଏ]
ପୁଡ଼େଇବା
ଉଚ୍ଚାରଣ
[ସମ୍ପାଦନା](ପୁଡ଼େଇଦେବା—ଅନ୍ୟରୂପ)
ପ୍ରାଦେଶିକ - (ସମ୍ୱଲପୁର ଓ ବାଲେଶ୍ୱର)କ୍ରିୟାପଦ - (ତୁଳ. ବଙ୍ଗାଳୀ - ପୁଡ଼ାନ)
[ସମ୍ପାଦନା]ପୋଡ଼ି ଦେବା —To burn; to set fire to.