ପୁଣ୍ଡା

ଉଇକିଅଭିଧାନ‌ରୁ

ପୁଣ୍ଡା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (କଟକ)ବିଶେଷଣ -[ସମ୍ପାଦନା]

ହୃଷ୍ଟପୁଷ୍ଟ; କୋଧଆ; ଫାପୁଲା — Fat; corpulent.

ପ୍ରାଦେଶିକ - (ଗଡ଼ଜାତ)—ବିଶେଷ୍ୟ -[ସମ୍ପାଦନା]

ଗାଈ, ମଇଁଷି ଆଦିଙ୍କ ପଲ ବା ଦଳ — A herd of cows or buffaloes.