Jump to content

ପୁଣ୍ଡ୍ର

ଉଇକିଅଭିଧାନ‌ରୁ

ପୁଣ୍ଡ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପୁଣ୍ଡ୍ରକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପଣ୍ଡ ଧାତୁ+ର)[ସମ୍ପାଦନା]

୧. ଏକପ୍ରକାର ଫକ୍କା ରଙ୍ଗର ଆଖୁ —୧. A kind of grey sugar cane; Saccharum Officinarum.


୨. ବଳିର ଏକ ପୁତ୍ର; ଦୈତ୍ୟବିଶେଷ — ୨. Name of a demon, a son of Baḻi.

[ଦ୍ରଷ୍ଟବ୍ୟ —ଏହାର ନାମ ଅନୁସାରେ ପୁଣ୍ଡ୍ର ଦେଶର ନାମ ହୋଇଥିଲା]

୩. କପାଳର ଚିତା; ତିଳକ —୩. Mark of sandal- paste put on the forehead.

[ଦ୍ରଷ୍ଟବ୍ୟ —ଉପରକୁ କଟା ଯିବା ଚିତା=ଊର୍ଦ୍ଧ୍ୱପୁଣ୍ଡ୍ର; ୩ ଶାଖା ବିଶିଷ୍ଟ ଚିତା=ତ୍ରିପୁଣ୍ଡ୍ର]

୪. ଚିତ୍ର; ଅଙ୍କିତ ଚିତ୍ର —୪. Painting; a drawing.
୫. କୃମି —୫. Worm.
୬. ମାଧବୀ ଲତା —୬. A flowering creeper; Gaertnear Racemosa.
୭. ପୁଣ୍ଡୁରୀକ; ଶ୍ୱେତ ପଦ୍ମ —୭. White lotus.
୮. ଗୌଡ଼ ଦେଶ; ଗଙ୍ଗାକୂଳରୁ ବିହାର ପ୍ରଦେଶର ଦକ୍ଷିଣ ପର୍ଯ୍ୟନ୍ତ ଦେଶ —୮. The country of G&aline;&uline;ṟḍ̠a (Rajsahi and part of Bihar)

[ଦ୍ରଷ୍ଟବ୍ୟ —ମହାଭାରତ ଅନୁସାରେ ବଳି ରାଜାଙ୍କର ୫ ପୁତ୍ର ଅଙ୍ଗ, ବଙ୍ଗ, କଳିଙ୍ଗ, ପୁଣ୍ଡ୍ର ଓ ସୁହ୍ମଙ୍କ ନାମ ଅନୁସାରେ ଭାରତର ୫ଟି ପ୍ରଦେଶର ନାମ ହୋଇଥିଲା (ହିନ୍ଦୀ - ଶ.)]

୯. ତିଳକ ବୃକ୍ଷ —୯. Name of a tree.
୧. ଗୌଡ଼ୀୟ ବ୍ୟକ୍ତି — ୧୦. A man of the G&aline;&uline;ṟḍ̠a country.
୧୧. ତିନିଶ ଗଛ (ହିନ୍ଦୀ - ଶ) —୧୧. Tiniṡa tree (See)
୧୨. ହ୍ରସ୍ୱପ୍ଳକ୍ଷ; ଜରୀଗଛ (ହିନ୍ଦୀ - ଶ) — ୧୨. Waved-leafed fig tree.
୧୩. ପୁରାଣୋକ୍ତ ଭାରତର ପ୍ରାଚୀନ ଜାତିବିଶେଷ (ହିନ୍ଦୀ - ଶ) — ୧୨. Name of an ancient Indian caste mentioned in the Hindu mythologies.

[ଦ୍ରଷ୍ଟବ୍ୟ —ବ୍ରହ୍ମାଣ୍ଡ ପୁରାଣ ଓ ମତ୍ସ୍ୟପୁରାଣ ମତରେ ଏମାନେ ପୂର୍ବ— ଭାରତରେ ବାସ କରୁଥିଲେ; ବିଷ୍ଣୁପୁରାଣ ଓ ମାର୍କଣ୍ଡେୟ ପୁରାଣରେ ଏମାନେ ଦାକ୍ଷିଣାତ୍ୟବାସୀ ଥିବାର ବୋଲା ଯାଇଅଛି ଐତରେୟ ବ୍ରାହ୍ମଣ୍ଡରେ ଏମାନେ ବିଶ୍ୱାମିତ୍ରଙ୍କଠାରୁ ଶାପ ପ୍ରାପ୍ତ ବିଶ୍ୱାମିତ୍ରଙ୍କର କେତେକ ପୁତ୍ରଙ୍କ ବଂଶଧର ଥିବାର ଓ ଶାପ ଯୋଗୁଁ ଏମାନେ ଦସ୍ୟୁ ଓ ଅନ୍ତ୍ୟଜ ହୋଇଥିବାର ବର୍ଣ୍ଣିତ ହୋଇଅଛି—ହିନ୍ଦୀ - ଶ]

୧୪. ଘୋଡ଼ା ଦେହରେ ଲୋମରାଜିର ଭାଙ୍ଗି ଅନୁସାରେ ହେବା ଖଙ୍ଖ, ଚକ୍ର, ଗଦା, ପଦ୍ମ, ଖଡ୍ଗ, ଅଙ୍କୁଶଆଦିର ଚିହ୍ନ (ହିନ୍ଦୀ - ଶ) — ୧୪. Certain marks on the body of a horse made by its hair.