ପୁଣ୍ୟୋଦକା
ଦେଖଣା
ପୁଣ୍ୟୋଦକା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ - ସ୍ତ୍ରୀ (ପୁଣ୍ୟ+ଉଦକ+ଆ; ବହୁବ୍ରୀହ; ପୁଣ୍ୟ ଅଟେ ଉଦକ ଯାହାର)
[ସମ୍ପାଦନା]ପୁଣ୍ୟ ତୋୟା (ଦେଖ) - Puṇyatoyā (See)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ୱତୀ, ନର୍ମଦା, ସିନ୍ଧୁ ଓ କାବେରୀ, ଏହି ସାତ ନଦୀ —The names of seven holy rivers of India.
[ଦ୍ରଷ୍ଟବ୍ୟ —ଏମାନଙ୍କ ନାମ ଉଚ୍ଚାରଣ କରି ଦୈବ କର୍ମାଦିରେ ବ୍ୟବହୃତ ଜଳକୁ ଶୁଦ୍ଧ କରାଯାଏ]